ଅଞ୍ଚଳ ର ପ୍ରସିଦ୍ଧ ବଡ଼ଗଡ଼ ର ମାଂ ପଳାକାଶୁଣି ଙ୍କ ଯାତ୍ରା ଆସନ୍ତା ମାର୍ଚ୍ଚ 18 ତାରିଖ ରୁ ଶୁଭାରମ୍ଭ ହୋଇ 24 ତାରିଖ ପର୍ଯ୍ୟନ୍ତ 7 ଦିନ ବ୍ୟାପି ଚାଲିବ I ଏଥି ନିମନ୍ତେ ଶୁକ୍ରବାର ସନ୍ଧ୍ୟା ରେ ଢୋଲ, ବାଦ୍ୟ, ବାଜଣା ସହ ଶୁଭଖୁଣ୍ଟି ନଗର ଭ୍ରମଣ କରାଯାଇ ସ୍ଥାପନା କରାଯାଇଛି l ଯାତ୍ରା ଦିନରେ ମାଂ ଙ୍କୁ ମନ୍ଦିର ର ରୁ ଅଣାଯାଇ ଅସ୍ଥାୟୀ ମଣ୍ଡପ ରେ ବିଜେ କରାଯିବ l ଏହି ଦିନରେ ସ୍ୱତନ୍ତ୍ର ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l କମିଟି ର ରାଧାମୋହନ ସ୍ୱାଇଁ, ହରିକୃଷ୍ଣ ରଥ, ସମେତ ବହୁ ସଦସ୍ୟ, ଗ୍ରାମବାସୀ ଯୋଗ ଦେଇଥିଲେ l