<h3>ଦଇବ ସାଜିଲା ଦାଉ .., ଆଞା ହଁ ଦର୍ଶକବନ୍ଧୁ ଦିନ ଥିଲା ପରିବାରର ଭାର ନିଜ ମୁଣ୍ଡକୁ ନେଇ ରାଜ୍ୟ ବାହାରକୁ ଯାଇ ଦିନ ରାତି କାମ କରି ଭଲ ମନ୍ଦ କଥା ବୁଝୁଥିଲେ .., ପରିବାରର ଖର୍ଚ୍ଚ ମଧ୍ୟ ବହନ କରୁଥିଲେ ,., ହେଲେ ସେହି ରୋଜଗାରିଆ ପୁଅ ଆଜି ଶଯ୍ୟା ଉପରେ.., ଖଟରୁ ଉଠିବାକୁ ବି ବଳ ନାହିଁ ,.,. ଉଠିବାକୁ ଖୋଜୁଛନ୍ତି ଅନ୍ୟର ସାହାରା ,.,., ଏମିତି ଏକ ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ତିଗିରିଆ ଗ୍ରାମରେ ଗଗନ ଦୀଘ୍ ୨୦ ବର୍ଷ ଧରି ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀ ରେ କାର୍ୟ୍ୟରତ ଥିଲେ। ହଠାତ୍ ଗଗନ ହୃଦଘାତ ରୋଗରେ ପଡ଼ିଗଲେ ଅସ୍ତ୍ରୋପଚାର କରିବାପରେ କ୍ୟାନ୍ସରରେ ପୀଡ଼ିତ ହେଲେ । ପରେ ଅର୍ଥ ସାଜିଛି ବାଧକ.. ପାଖରେ ନାହିଁ ସମ୍ବଳ .,. ପରିବାର ଚଳାଇବା ପାଇଁ ପାଖରେ ନାହିଁ ଗୋଟିଏ ବି ଟଙ୍କା | ତେଣୁ ତାଙ୍କ ପରିବାର ଲୋକେ ଆର୍ଥିକ ସହାୟତା ନିମନ୍ତେ ସରକାରଙ୍କୁ ଗୁହାରି କରିଛନ୍ତି |</h3>