କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଟ୍ରଲି ଚକରେ ଲୁଚାଇ ରଖିଥିବା ଜଣେ ଅନ୍ତର୍ଜାତୀୟ ପ୍ରସ୍ଥାନ ଯାତ୍ରୀଙ୍କଠାରୁ ୭ ଲକ୍ଷ ୨୪ହଜାର ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି, ମଙ୍ଗଳବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ପାସପୋର୍ଟରେ ଯାତ୍ରା କରୁଥିବା ମହମ୍ମଦ ଅସଦ ନାମକ ଯାତ୍ରୀଙ୍କୁ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରର ଟର୍ମିନାଲ-୩ର ଚେକ୍-ଇନ୍ ଅଞ୍ଚଳରେ ରଖାୟାଇଥିଲା।
ଇଣ୍ଟରନ୍ୟାସନାଲ ଡିପାର୍ଚର କଷ୍ଟମ ଅଫିସରେ ଚେକିଂ ବେଳେ.., ସାଉଦି ରିଆଲ୍ ମୂଲ୍ୟର ବିଦେଶୀ ମୁଦ୍ରା- ୫୦୦x୬୫; ୩୨୫୦୦, ୟୁଏଇ ୧୫୦, ଉକ୍ତ ଯାତ୍ରୀଙ୍କ ଚେକ୍ ଇନ୍ ବ୍ୟାଗ୍ରେ ଥିବା ମୂଲ୍ୟ ୭୨୪୮୦୦ ଥିବା ବେଳେ ତାଙ୍କ ଚେକ୍ ଇନ୍ ବ୍ୟାଗ୍ରେ ଥିବା ଚକ ଭିତରେ ଲୁଚାଇ ରଖିଥିଲେ।