ଜଗତସିଂହପୁର ଜିଲ୍ଲା ର ବାଲିକୁଦା ଥାନ ପରିସରରେ ଥିବା ତ୍ରୀନାଥ ମନ୍ଦିର ର ବାର୍ଷିକ ଉତ୍ସବ ତରଫରୁ ଅଷ୍ଟମ ପ୍ରହରୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜେପି ର ଯୁବନେତା ସତ୍ୟ ସାରଥୀ ମହାନ୍ତି, ପ୍ରତ୍ୟେକ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ବୁଦ୍ଧିଜୀବିମାନେ ଯୋଗଦେଇଥିଲେ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଶାସନିକ ସେବାରେ ସାଧାରଣର ଲୋକଙ୍କ ସହ ସୁ ସମ୍ପର୍କ ରହିବ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ ହେବା ଦ୍ଵାରା ପୋଲିସ ଏବଂ ପ୍ରଶାସନ ସାଧାରଣ ଲୋକଙ୍କ ସୁ ସମ୍ପର୍କ ଗଢିବା ସହିତ ଆଗାମୀ ଦିନରେ ଆଇନ୍ ର ନିକଟବର୍ତ୍ତୀ ହୋଇପାରିବେ। ତାହା ଅନୁଷ୍ଠିତ ହୋଇଯାଇଛି।