ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୭.୦୩): ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଡିସିପିଙ୍କ ଚେତାବନୀ । କହିଲେ ଆଇନ ହାତକୁ ନେଲେ ବରଦାସ୍ତ କରାଯିବନି । ଧରଣାରେ ବସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କାଲି ପୋଲିସ ଉପରକୁ ଆକ୍ରମଣ ହୋଇଛି ଏପରି କଲେ ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।