ଗୁଆ ଝର ଠାରେ ୧୨୫ତମ ରାଜ୍ୟସ୍ତରୀୟ ଡଃ ହରେକୃଷ୍ଣ, ମହତାବ ଜୟନ୍ତୀ କମିଟି, ଭୁବନେଶ୍ବର ନବ ଉତ୍କଳର ନିର୍ମାତା ତଥା କଳିଙ୍ଗ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ତା 21/11/2024 ରିଖ ପାଳନ କର ଜୟନ୍ତୀ କମିଟିର ସମସ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ | 55 ବର୍ଷ ଧରି ଏହି କାର୍ଯ୍ୟକ୍ରମ ଚାଲିଛି, 55 ଦଳ ପାଇକ ରାଜ୍ୟର 30 ଟି ଜିଲ୍ଲା ରାଜ୍ୟ ବାହାରୁ ଯଥା- କେରଳ, ପଞ୍ଜାବ, ଛତିଶଗଡ଼, ୱେଷ୍ଟ ବେଙ୍ଗଲ ରୁ ଉଭୟ ପାଇକ ଦଳ ଏବଂ ସାଂସ୍କୃତିକ ଦଳ ଆସିବେ ।
ତା 21/11/2024 ରିଖ (ଗୁରୁବାର) ସକାଳ 6 ଘଟିକାରେ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ବାର ଓ ଗୀର୍ଜାରେ ରେ ପ୍ର
ସକାଳ 8 ଘଟିକା :- ବୃକ୍ଷରୋପଣ, ସ୍ଥାନ- ରାମେଶ୍ବର ମନ୍ଦିର ପରିସର
ସକାଳ 10.30 ଘଟିକା :- ପି.ଏମ.ଜି ଛକ, ଭୁବନେଶ୍ବର ଠାରେ ସାଧାରଣ ସଭା ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଓଡ଼ିଶା ରତ୍ନ ଏବଂ ମହତା ସମ୍ମାନରେ ସମ୍ମାନୀତ କଢ
ସକାଳ 11.30 ଘଟିକା :- ପି.ଏମ.ଜି ଛକ ଠାରୁ ପାଇକ ଶୋଭାଯାତ୍ରା ବାହାରି ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଆସିବ ।
ଦିବା 12.30 ଘଟିକା :- ମାଉସୀମା ମନ୍ଦିର ପରିସରରେ ପାଇକ ଦଳ ମାନଙ୍କୁ ସମ୍ବର୍ଦ୍ଧନା ଏବଂ ମଧ୍ୟାହ୍ନ ଭୋଜନ |
6- ସନ୍ଧ୍ୟା 7 ଘଟିକା :- ବଢ଼େଇବାଙ୍କ ଛକ ଠାରେ ମେଲୋଡ଼ି କାର୍ଯ୍ୟକ୍ରମ |
ପି.ଏମ.ଜି ଛକ ସାଧାରଣ ସଭା ପୂର୍ବାହ୍ନ 10.30. ଘଟିକା
ଉକ୍ତ ଉତ୍ସବରେ କମିଟିର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ (ପୂର୍ବତନ ରାଜ୍ୟପାଳ, ମନ୍ତ୍ରୀ) ସଭାପତିତ୍ବ କରିବେ ଏବଂ କମିଟିର
ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ (ପୂର୍ବତନ ମନ୍ତ୍ରୀ) ସଭା ପରିଚାଳନା କରିବେ ।