ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଗରମୁଣ୍ଡାପଂଚାୟତକାର୍ଯ୍ୟାଳୟରେ ଜ଼ିଲ୍ଲାପାଳସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନକର ଯୋଗଦେଇ ମିଳିତ ଜନ ଅଭିଯୋଗ ଶୁଣାଣି କରିଥିଲେ/ଏହି ଜନ ଶୁଣାଣିରେ 205ଟି ଅଭିଯୋଗ ହୋଇଥିଲା/ଜ଼ିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ/ଏହି ଜନ ଶୁଣାଣିରେ ଢେଙ୍କାନାଳ ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ସମେତ ଜ଼ିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ/