ଜାମୁଗାଁ ଧାନମଣ୍ଡି ରେ ଗୁଣ୍ଡାରାଜ । ଧାନଦେବାକୁ ଆସିଥିବା ବୃଦ୍ଧା ମା ଓ ପୁଅକୁଙ୍କ ଆକ୍ରମଣ, ପରେ ଧାନ ମଣ୍ଡି ବାହାରକୁ ଧକ୍କା ମାରି ବିଦାକରିଛନ୍ତି ମଣ୍ଡି କର୍ମଚାରୀ କ୍ଷ ଏପରି ଘଟଣା ସାମ୍ନାକୁ ଆସିଛ ଜଗତସିଂହପୁର ଜିଲ୍ଲା ଅଧିନ ନାଉଗାଁ ବ୍ଳକର ଜାମୁଗାଁ ପଞ୍ଚାୟତର ଜାମୁଗାଁ ବାବା ନନ୍ଦମଣି ଏସ୍ଏଚଜି ଧାନ ମଣ୍ଡିରେ କ୍ଷ
ଏହି ଧାନ ମଣ୍ଡିକୁ ଧାନ ଦେବାକୁ ଆସିଥିବା ନନ୍ଦିଗ୍ରାମର ଜଟାଧାରୀ ବିଶ୍ୱାଳ ଓ ତାଙ୍କ ବୃଦ୍ଧା ମା ବୈଦେହୀ ବିଶ୍ୱାଳଙ୍କୁ ମଣ୍ଡିରେ ମହିଳା ସମିତି ଗ୍ରୁପ ଦ୍ୱାରା ରହିଥିବା କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱରା ଆକ୍ରମଣ ହୋଇଛି କ୍ଷଏହି ଧାନ ମଣ୍ଡି ଙ୍କୁ ଉକ୍ତ ପଞ୍ଚାୟତ ର ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଖୋଲା ଯାଇଥିବା ବେଳେ, ବର୍ତ୍ତମାନ ଏହା ସମ୍ପୂର୍ଣ ଓଲଟା ଦେଖା ଯାଇଛି, ଗ୍ରୁପ ର ମହିଳା ନିଜର କିଛି ଲୋକଙ୍କୁ ଉକ୍ତ ମଣ୍ଡିରେ ନିୟୋଜିତ କରି ଏଭଳି ଗୁଣ୍ଡାରାଜ କରୁଥିବା ନେଇ ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି କ୍ଷ
ଅନ୍ୟପଟେ ବୃଦ୍ଧା ମା ଓ ପୁଅ ଙ୍କର ୨୮ କୁଇଣ୍ଟାଲ ଧାନ ଦେବା ପାଇଁ ଅନୁମତି ମିଳିଥିବା ବେଳେ ତାଙ୍କୁ ଜୋର ଜବରଦସ୍ତ ୧୨ କୁଇଣ୍ଟାଲ ଧାନ ଦେବା ପାଇଁ ବାଧ୍ୟ କରାଯାଇଥିଲା, ଯାହା ଫଳରେ ସେମାନେ ବିରୋଧ କରିବାରୁ ତାଙ୍କୁ ମଣ୍ଡି ରୁ ଧକ୍କା ମାରି ବିଦା କରା ଯାଇଥିବାର ଅଭିଯୋଗ ଆସୁଛି କ୍ଷ ଏହି ଘଟଣା ଉପରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ କରା ଯାଉଛି କ୍ଷ