ପାରାଦ୍ୱୀପ ଗଡ଼ ଶିଳ୍ପାଞ୍ଚଳରେ ଲଷ୍ମୀନାରାୟଣ ଚି଼ଙ୍କୁଡ଼ି ଫ୍ୟାକ୍ଟ୍ରିରେ ଏମୋନିଅ ଗ୍ୟାସ ଲିକ କରି 15ଜଣ ଅସୁସ୍ଥ ଏବଂ ସେମଧ୍ୟରୁ 3ଜଣ ଗୁରୁତର। ଏମୋନିଆ ଗ୍ୟାସ ଲିକ ହେଲାପରେ କାମକରୁଥିବା କର୍ମଚାରୀ ବାହାରକୁ ଚାଲି ଆସିଥିଲେ । ଏହା ଖବର ପାଇ ସ୍ଥାନୀୟ ଲୋକେ ଗୁରୁତର ମାନଂକୁ ଅଥରବାଙ୍କି ମେଡିକାଲକୁ ସ୍ଥାନସ୍ତର କରିଛନ୍ତି । ପାରାଦ୍ୱୀପଗଡ଼ ର ସରପଞ୍ଚ ଘଟଣା ସ୍ଥଳ ରେ ପହଂଚି ସ୍ଥିତି ର ସମୀକ୍ଷା କରିଥିଲେ ଓ ପୋଲିସ କୁ ଖବର ଦେଇଥିଲେ । ପରେ ପାଖରେ ଥିବା ଅନ୍ୟ ଫ୍ୟାକ୍ଟ୍ରି ର ଗ୍ୟାସ ଟେକ୍ନିସିଆନ ଙ୍କୁ ଡାକି ଗ୍ୟାସ ଲିକ କୁ ଆୟତ୍ତ କରିଛନ୍ତି । ଗ୍ୟାସ ଲିକ ର କାରଣ ଏପଯ୍ୟନ୍ତ ଅସ୍ପଷ୍ଟ ଅଛି ।