କେନ୍ଦୁଝରର ରାଙ୍କୀ ଠାରେ ଅବସ୍ଥିତ କୋଭିଡ ହସ୍ପିଟାଲର ପାଖାପାଖି 500 ମିଟର ଦୂରରେ ହାତରେ ଛୁଞ୍ଚି ଲାଗିଥିବା ଅବସ୍ଥାରେ ଏକ ମୃତ ଦେହ ପଡିଥିବାର ଦୃଶ୍ୟ ସୋସିଆଲ ମେଡ଼ିଆ ରେ ଭାଇରlଲ ହେବାରେ ଲାଗିଥିବାରୁ ଜନସାଧାରଣ ଙ୍କ ମନରେ ଅନେକ ପ୍ରଶ୍ନବାଚୀ ଉଙ୍କି ମାରୁଚି l ଭୟରେ ଲୋକେ ଆତଙ୍କିତ l ପରିଚାଳନାଗତ ତ୍ରୁଟି କୁ ଅଣଦେଖା କରାଯାଇପାରିବ ନାହିଁ l ଅତି ସାଧାରଣ ପ୍ରଶ୍ନର ଉତ୍ତର ଜିଲ୍ଲାବାସୀ ଜାଣିବାକୁ ଚାହାଁନ୍ତି l