କିଛିଦିନି ତଳେ ଟିଟାଲାଗଡ ରେ ସାମ୍ବାଦିକ ଆକ୍ରମଣ କୁ ସାମ୍ବାଦିକ ମହଲରେ ନିନ୍ଦନୀୟ, ଫୁଣି ଆଜି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ।ଏଠି ଅସୁରକ୍ଷିତ ହୋଇପଡିଛନ୍ତି ସାମ୍ବାଦିକ, ନିରପେକ୍ଷ ଖବର ପ୍ରସାରଣ କରିବା ସମ୍ଭବ ହୋଇପାରୁ ନାହିଁ। ଜଗତସିଂହପୁର ଜିଲ୍ଲା ବାଲିକୁଦା ର ନିରପେକ୍ଷ ଚ୍ୟାନେଲ ର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ସୌମ୍ୟ ରଞ୍ଜନ ନାୟକଙ୍କ ଆକ୍ରମଣ କୁ ବାଲିକୁଦା ଥାନରେ ଦ୍ବାରସ୍ଥ ହୋଇଛନ୍ତି ସାମ୍ବାଦିକ।