ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୦.୦୨): ଓଡ଼ିଶା ପୋଲିସ ଏସ୍ଆଇ ନିଯୁକ୍ତି ବିଜ୍ଞପ୍ତିରେ ରହିତାଦେଶ କରାଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ବିଜ୍ଞପ୍ତି ଉପରେ ପଦକ୍ଷେପ ନେବାକୁ ବାରଣ । ବିଜ୍ଞପ୍ତିକୁ କାହିଁକି ରଦ୍ଦ କରାନଯିବ ଜବାବ ଦେବାକୁ ନୋଟିସ ବିଜ୍ଞପ୍ତିରେ ରହିତାଦେଶ ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କରାଯାଇଛି ।