ଭୟାଭୟ ଅଗ୍ନିକାଣ୍ଡର ୫ ଟି ଗାଈ ଏବଂ ଜଣକ ର ମୃତ ଘଟିଛି , ଏରସମା ବ୍ଳକ କୁଞ୍ଜକୋଠି ପଂଚାୟତର ଖୁରାଣ୍ଟ ଲୁଣିପୋଖରୀ ପଡ଼ାରେ ଗତକାଲି ବିଳମ୍ୱିତ ରାତି ପ୍ରାୟ ୧୨ଟା ପରେ ରମେଶ ସ୍ବାଇଁ ଙ୍କ ଭରେ ଭୟାଭୟ ଅଗ୍ନୀକାଣ୍ଡ ଘଟି ୪ବଖରା ଘର ସମ୍ପୂର୍ଣ ପୋଡି ପାଉଁସ ହେଇଯାଇଥିବାବେଳେ ୫ଟି ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ ଘଟିଛି। ଘର ପୋଡ଼ି ଦୃଶ୍ୟ ଦେଖି ରମେଶ ସ୍ୱାଇଁ ଧର୍ଯ୍ୟ ହରା ହୋଇ କାନ୍ଦି କାନ୍ଦି ତାଙ୍କର ହୃଦଘାତ ଘଟି ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ଅଗ୍ନୀ ସମ ବାହିନୀ ଘଟଣା ସ୍ଥଳରେ ପହଂଚିବା ଆଗରୁ ସବୁ ପୋଡି ଯାଇଥିଲା। ନିଆଁ ଲାଗିବା କାରଣ ଅସ୍ପଷ୍ଟ।