ଆନ୍ତଃ ଜିଲ୍ଲା ଋଷିକୁଲ୍ୟା ଭଲିବଲ ଟୁର୍ନାମେଣ୍ଟ ର ଶୁକ୍ରବାର ଫାଇନାଲ ଖେଳ ଗଜପତି ଜିଲ୍ଲା ମୋହନା ଓ କନ୍ଧମାଳ ଜିଲ୍ଲା ର ବାରଖମା ମଧ୍ୟ ରେ ଅନୁରୋଧ ସ୍ଥିତ ହୋଇଛି I ଫାଇନାଲ ଖେଳ ର ଉଦ ଘାଟନ ଦିବସରେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସାନମାନିତ ଅତିଥି ଭାବେ ନଗରପାଳ ଶିବ ଶଙ୍କର ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ଅମୁଲ୍ୟ ସାହୁ, ସମିତି ସଭ୍ୟ ଭାସ୍କର ଦଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ I ଆୟୋଜକ ସଭାପତି ସୟଦ ରିୟାଜ, ଟୁର୍ନାମେଣ୍ଟ ସଭାପତି ଜିତୁ ପାଣ୍ଡେ, ଟୁନା ସେନାପତି, ବୁଲୁ ପଣ୍ଡା, ସୟଦ ୱାସୀମ, ମନୋଜ ପ୍ରଧାନ, ସରୋଜ ପ୍ରଧାନ, ବିରୁ ପାଣ୍ଡେ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ l ଡିଲୁ ମହାରଣା, ରାଜେନ୍ଦ୍ର ବେହେରା, ସରୋଜ ବେହେରା ଉଦ ଘୋଷକ ଥିଲେ