ଭୁବନେଶ୍ୱର -ଆଜି ବିଶ୍ୱ ହୃଦୟ ଦିବସ ରେ ଭୁବନେଶ୍ୱର ରେ ଥିବା sun shine ହସ୍ପିଟାଲ ତରଫରୁ ହୃଦ ରୋଗ ଓ ସୁସ୍ଥ ହୃଦୟର ସଚେତନ ପାଇଁ ଲଷ୍ମୀ ସାଗର ମେଳନ ପଡିଆ ରେ ହୃଦ ରୋଗ ଓ ସ୍ୱାସ୍ଥ୍ୟ ରୋଗ ବିଷୟରେ ସଚେତନତା ପରାମର୍ଶ ଦିଆଯାଇଅଛି. ଏହି ମେଳଣ ପଡିଆରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ମନ୍ତ୍ରୀ ପୃଥ୍ୱୀରାଜ଼ ହରିଚନ୍ଦନ,ପୂର୍ବତନ ବିଧାୟକ ଜଗନ୍ନାଥ ପ୍ରଧାନ ଓ ସନ ସାଇନ ହସ୍ପିଟାଲ ହୃଦ ରୋଗ ର ବିଶେଷଙ୍ଗ ମାନେ ଉପସ୍ଥିତ ରହି ଜନ ସାଧାରଣ ମାନେ କିପରି ସୁସ୍ଥ ଜୀଵନ ଯାପନ କରିବେ କହୁଥିଲେ,