ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଭର୍ଚୁଆଲ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ଅନ୍ତଦୟ ଗୃହ ଯୋଜନା ଶୁଭାରମ୍ଭ କରିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନକିବାଥ କାର୍ଯ୍ୟକ୍ରମରେ ଅନ୍ତୋଦୟ ଗୃହ ଯୋଜନା ସାମିଲ ହୋଇଥିବା ହିତାଧିକାରୀ ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଲକ୍ଷ୍ମୀପୁର ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଲକ୍ଷ୍ମୀପୁର ବ୍ଲକର ୧୭୧ ଜଣ ହିତାଧିକାରୀଙ୍କୁ ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକା ଓ ଉପାଧ୍ୟକ୍ଷା ଆରତୀ କୁଲଦୀପ ଓ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା କାର୍ଯ୍ୟାଦେଶ ବାଣ୍ଟିଥିଲେ।